ଆଜି ରାତିରେ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ

ଭୁବନେଶ୍ୱର, ୩୧/୧୨: ଆଜି ରାତିରେ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଆସନ୍ତାକାଲି ଭୋର ୫ଟା ଯାଏ ଲାଗୁ ହେବ ଏହି ନାଇଟ୍‌ କର୍ଫ୍ୟୁ । ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ନାଇଟ୍‌ କର୍ଫ୍ୟୁରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯିବ । ଏହାସହ ନାଇଟ୍‌ କର୍ଫ୍ୟୁକୁ ସମର୍ଥନ କରିବାକୁ ଲୋକଙ୍କୁ SRC ଅନୁରୋଧ କରିଛନ୍ତି।