୧୦ ଡ଼ିଗ୍ରୀ ତଳେ ରାଜ୍ୟର ୧୧ଟି ସହରର ତାପମାତ୍ରା

ଭୁବନେଶ୍ୱର, ୨୭/୧୨: ରାଜ୍ୟରେ ଶୀତ ଲହରୀ ଜାରି ରହିଛି।୧୦ ଡ଼ିଗ୍ରୀ ତଳେ ରାଜ୍ୟର ୧୧ଟି ସହରର ତାପମାତ୍ରା ରହିଛି। ୫.୩ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ଆଜିର ଶୀତଳ ସହର ।ସେହିପରି ଦାରଙ୍ଗବାଡି ୭, ଝାରସୁଗୁଡା ୮.୨, ବାରିପଦା ୮.୫, ସୁନ୍ଦରଗଡ଼ ୯, କୋରାପୁଟ ୯, ତାଳଚେର ୯.୩, କେନ୍ଦୁଝର ୯.୪, ଭବାନୀପାଟଣା ୯.୬, ସୋନପୁର ୯.୬, ବଲାଙ୍ଗୀର ୯.୮, କଟକ ୧୧.୫ ଓ ଭୁବନେଶ୍ବରର ତାପମାତ୍ରା ୧୨.୨ ଡ଼ିଗ୍ରୀ ତଳେ ରହିଛି।