ଭୁବନେଶ୍ବରରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୫/୧୨: ରାଜଧାନୀ ଭୁବନେଶ୍ବରରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କୋଭିଡ ପଜିଟିଭ ହୋଇଥିବା ସୂଚନା ମିଳିଛି। ଶିଶୁର ବାପା, ମାଆଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଗତ ୧୪ ଦିନରେ ଭୁବନେଶ୍ବରରେ ୨ ବ୍ରିଟେନ ଫେରନ୍ତା ପଜିଟିଭ ବାହାରିଛନ୍ତି। ପଜିଟିଭ ଚିହ୍ନଟ ନେଇ BMC ପକ୍ଷରୁ ସୂଚନା ମିଳିଛି।