ଭିଜିଲାନ୍ସ ଜାଲରେ ଭାବନୀପାଟଣା ପୌର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର,୨୮/୧୨: ଭିଜିଲାନ୍ସ ଜାଲରେ ଭାବନୀପାଟଣା ପୌର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  ସମୀର ଠାକୁର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ । ଅଫିସ୍ , ବାସଭାବନ, ଭାଡଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି । ସେହିପରି କୋରାପୁଟ ଓ ଭାବନୀପାଟଣା ଭିଜିଲାନ୍ସ ଟିମର ମିଳିତ ଭାବେ ରେଡ୍ କରାଯାଉଛି ।