ଗତ ୧୪ ଦିନ ଭିତରେ ବ୍ରିଟେନରୁ ଓଡିଶାକୁ ଫେରିଛନ୍ତି ୪୩ ଜଣ

ଭୁବନେଶ୍ୱର, ୨୪/୧୨:  ବ୍ରିଟେନ ଫେରନ୍ତାଙ୍କୁ ନେଇ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗତ ୧୪ ଦିନ ଭିତରେ ଓଡିଶାକୁ ୪୩ ଜଣ ଆସିଛନ୍ତି।ଗତକାଲି ରାଜଧାନୀ ଭୁବନେଶ୍ବରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଡିସେମ୍ବର ୧୮ରେ ବ୍ରିଟେନ୍‌ରୁ ଭୁବନେଶ୍ବର ଫେରିଥିଲେ ସଂପୃକ୍ତ ବ୍ୟକ୍ତି । ଅନ୍ୟପଟେ ବ୍ରିଟେନରେ ବ୍ୟାପିଛି କରୋନାର ନୂଆ ଷ୍ଟ୍ରେନ ।