ଟାଉନ୍‌ ପ୍ଲାନିଂ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୧୨: ଟାଉନ୍‌ ପ୍ଲାନିଂ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜମି ମାଲିକଙ୍କୁ ପଟ୍ଟା ଆବଣ୍ଟନ କରିିିଛନ୍ତି ମୁଖ୍ୟମନ୍ତ୍ରୀ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବାଣ୍ଟିଛନ୍ତି ପଟ୍ଟା । ପ୍ରଥମ ପର୍ଯ୍ୟାୟରେ ସାହାଜପୁର ଗାଁର ପ୍ଲଟର ପଟ୍ଟା ବଣ୍ଟନ ହୋଇଛି। ସାହାଜପୁର ଗାଁର ୩୫୮ ପ୍ଲଟର ପଟ୍ଟା ପ୍ରଦାନ କରାଯାଇଛି।