ବାଲେଶ୍ବର ଚାନ୍ଦିପୁରରୁ MR-SAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୨୩/୧୨: ବାଲେଶ୍ବର ଚାନ୍ଦିପୁରରୁ MR-SAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଲଞ୍ଚପ୍ୟାଡ-୩ରୁ ଅପରାହ୍‌ଣ ୩ଟା ୫୫ରେ  ଉତ୍‌କ୍ଷେପଣ ହୋଇଛି। MR-SAM: ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ  କ୍ଷେପଣାସ୍ତ୍ର ନିକ୍ଷେପିତ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ MR-SAMର ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି ।ଏହା ୬୦ କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ ।