ପଦ୍ମପୁର ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି, ଜାଣନ୍ତୁ ତାଲିକାରେ କିଏ ଅଛି ସାମିଲ

ଭୁବନେଶ୍ୱର,୧୯/୧୧:ପଦ୍ମପୁର ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି । କ୍ୟାମ୍ପେନର ତାଲିକାରେ ୪୦ ଜଣ ରହିଛନ୍ତି । ତାଲିକାର ପ୍ରଥମରେ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଚାର ମୈଦାନକୁ ଓହ୍ଲାଇବେ ୧୦ଜଣ ମନ୍ତ୍ରୀ । ୩ଜଣ ଅଭିନେତା ମଧ୍ୟ ଏହି ତାଲିକାରେ ରହିଛନ୍ତି । ତେବେ ତାଲିକାରୁ ବାଦ ପଡିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଣବ ବଳବନ୍ତରାୟ, ଓ ବ୍ୟୋମୋକେଶ ରାୟ ।