ପ୍ରଶାନ୍ତ ମହାସାଗରେ ଖସିଲା ଚୀନ୍ର ଅନିୟନ୍ତ୍ରିତ ରକେଟ

ଭୁବନେଶ୍ୱର,୫/୧୧: ସବୁ ଆଶା ଓ ଆଶାଙ୍କର ଅନ୍ତ ଘଟିଲା ଓ ବଡ଼ ବିପଦ ଟଳିଲା। ଶେଷରେ ପ୍ରଶାନ୍ତ ମହାସାଗରେ ଖସିଲା ଚୀନ୍ର ଅନିୟନ୍ତ୍ରିତ ରକେଟ । ୨୩ଟନ୍ ଓଜନର ଚୀନ୍ର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚେତାଇ ଦେଇଥିଲେ ଯେ, ଏହାର ଧ୍ୱଂସାବଶେଷ ଯେକୌଣସି ମୁହୁର୍ତରେ ପୃଥିବୀ ପୃଷ୍ଠରେ ପଡିପାରେ ।

ଏବେ ଆମେରିକା ସ୍ପେଶ କମାଣ୍ଡ ସ୍ପଷ୍ଟ କରିଛି ଯେ, ଏହାର ଧ୍ୱଂସାବଶେଷ ପ୍ରଶାନ୍ତ ମହାସାଗରରେ ପଡିଛି । ଅନିୟନ୍ତ୍ରିତ ହୋଇପଡିଥିବା ଚୀନ୍ ରକେଟ ଶୁକ୍ରବାର ୪ଟା ୬ମିନିଟରେ ପ୍ରଶାନ୍ତ ମହାସାଗରରେ ପଡିଥିବା ଟ୍ୱିଟ କରି