କିପରି କଟିବ ଆଜି ଆପଣଙ୍କ ଦିନ: ୨୯/୧୦/୨୦୨୨

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ସବୁ ଚିନ୍ତା ଦୂର ହେବ। ଆପଣଙ୍କୁ ବ୍ୟବସାୟିକ ମାମଲାରେ ନିଜ ଯୋଜନାକୁ ବୁଝି ବିଚାରି କାର୍ଯ୍ୟକାରୀ କରିବା ଉଚିତ।

ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ପ୍ରେମ ମାମଲାରେ ସଫଳ ହେବେ।

ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସାମାଜିକ କାର୍ଯ୍ୟକ୍ରମରେ ଆପଣ ଯୋଗଦାନ କରିବେ। ଜୀବନସାଥୀଙ୍କ ସହିତ ଉଚିତ ସମୟ ଅତିବାହିତ କରିବେ।

କର୍କଟ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଅଧିକ ଧନ ଉପାର୍ଜନ କରିବା ପାଇଁ ଆପଣଙ୍କୁ ନୂତନ ସ୍ରୋତ ପ୍ରାପ୍ତ ହେବ। ଆପଣ ନିଜ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ କରି ପାରନ୍ତି।

ସିଂହ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି। ଘରେ ବିବାହ ପକ୍କା ହୋଇପାରେ। ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ। ଏହି ସମୟରେ ଖର୍ଚ୍ଚ ବଢିପାରେ କିନ୍ତୁ ଆପଣ ଭବିଷ୍ୟତ ପାଇଁ ସଞ୍ଚୟ କରିବେ।

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜୀବନସାଥୀଙ୍କ ତରଫରୁ କୌଣସି ସୁଖଦ ସମାଚାର ମିଳିପାରେ। ଆପଣ କରିଥିବା ନିବେଶରୁ ଆଜି ଲାଭ ପ୍ରାପ୍ତ କରିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିବ।

ତୁଳା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆର୍ଥିକ ପରିସ୍ଥିତି ସୁଦୃଢ ରହିବ, ଯାହାଫଳରେ ଆପଣଙ୍କ ମନ ଆଜି ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହିତ କିଣାକିଣି କରିବା ପାଇଁ ବାହାର ସ୍ଥାନକୁ ଯାଇ ପାରନ୍ତି।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ଧନୁ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣ କାହାକୁ ଉଧାର ଦେଇଥିବା ଟଙ୍କା ଉଚିତ ସମୟରେ ଫେରସ୍ତ ପାଇବେ।

ମକର:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଖର୍ଚ୍ଚ ବଢିପାରେ। ପ୍ରେମୀଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ହେବ।

କୁମ୍ଭ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ମନ ନିବେଶ କରିବେ। ଆକସ୍ମିକ ଧନଲାଭ ହୋଇପାରେ।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ପ୍ରେମ ଜୀବନରେ ଆପଣ ସଫଳ ହେବେ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।