5T ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡ଼ା, ୨୦/୧୨: 5T ସଚିବ IAS ଭି. କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । ମହାକାଳପଡ଼ା ବ୍ଲକରେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ମହାନଦୀ ଭିତରକୁ ଯାଇ ମଧ୍ୟ ସମସ୍ତ କ୍ଷେତ୍ର ସମୀକ୍ଷା କରିଛନ୍ତି । ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି. କେ. ପାଣ୍ଡିଆନ। ସେଠାରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ରହିଥିଲେ।