୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧/୯: ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେମ୍ବର ୧୪ରେ ମୁମ୍ବାଇ ଯିବେ ନୀବନ ପଟ୍ଟନାୟକ । ଇନଭେଷ୍ଟର ମିଟ୍‌ରେ ଯୋଗଦେବା ପାଇଁ  ସେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ । ପୁଞ୍ଜିନିବେଶ ପାଇଁ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି।