କିପରି କଟିବ ଆଜି ଆପଣଙ୍କ ଦିନ: ୦୯/୦୯/୨୦୨୨

ମେଷ: ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ କିଛି ବିଶେଷ ହେବ ନାହିଁ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ଯେଉଁମାନେ ଅବିବାହିତ ସେମାନଙ୍କୁ ପ୍ରକୃତ ପ୍ରେମ ମିଳିପାରେ।

ବୃଷ:କଷ୍ଟ ସମୟରେ ଲୋକଙ୍କ ସହଯୋଗ ମିଳିବ। ମାନସିକ ଚାପରେ ଆରାମ ମିଳିବ। ବ୍ୟବସାୟରେ ସହଭାଗୀତା ଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।

ମିଥୁନ: ସ୍ୱାସ୍ଥ୍ୟ ସାମାନ୍ୟ ରହିବ। ଚାକିରିରେ ଆପଣଙ୍କର ଯୋଜନା ସଫଳ ହେବ। ବିବାହିତ ଜୀବନ ସୁଖଦ ରହିବ। ଆର୍ଥିକ ଅବସ୍ଥା ଭଲ ହେବ।

କର୍କଟ: ଜୀବନସାଥୀଙ୍କ ସହିତ ପ୍ରେମ ଭରା ମୁହୂର୍ତ୍ତ ବିତାଇବେ। ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭାବନାକୁ ନିୟନ୍ତ୍ରଣ କରନ୍ତୁ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାରେ କିଛି ଅସୁବିଧା ହୋଇପାରେ।

ସିଂହ:ବାଣୀ ଉପରେ ସଂଯମତା ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଅଫିସରେ ଥିବା ଅଧିକାରୀମାନେ ଆପଣଙ୍କ ଉପରେ ଖୁସି ହେବେ। ଆପଣ ଚାକିରିରେ ପଦୋନ୍ନତି ପାଇପାରନ୍ତି। ବ୍ୟବସାୟରେ ଲାଭର ସୁଯୋଗ ମିଳିବ।

କନ୍ୟା:ଆଜି କନ୍ୟା ରାଶିର ବ୍ୟବସାୟୀମାନଙ୍କୁ ଲାଭ ହେବ। ନିଯୁକ୍ତ ବ୍ୟକ୍ତିମାନେ ସେମାନଙ୍କର ବୁଦ୍ଧିରେ କାର୍ଯ୍ୟଗୁଡ଼ିକୁ କରିବେ। ବ୍ୟକ୍ତିଗତ ସଂପର୍କରେ ପ୍ରେମ ବନି ରହିବ। ଛାତ୍ରମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ।

ତୁଳା: ତୁଳା ରାଶିର ଲୋକମାନେ ଆଜି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। କଳା ଏବଂ ମନୋରଞ୍ଜନ କ୍ଷେତ୍ର ସହିତ ଜଡିତ ଲୋକମାନେ ସଫଳତା ପାଇବେ। ପ୍ରେମ କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ବିଛା:ଆଜି ଧନ ଲାଭ ହେବାର ସମ୍ଭାବନା ଅଛି। ପରିବାରରେ କୌଣସି ଶୁଭ ଖବରରୁ ଖୁସି ଆସିବ। ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ପଦୋନ୍ନତି ହୋଇପାରେ।

ଧନୁ:ଆଜିର ଦିନ ଧାର୍ମିକ କାର୍ଯ୍ୟରେ ଜଡିତ ହେବାର ସୁଯୋଗ ମିଳିବ। ଧର୍ଯ୍ୟ ଧରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଜୀବନରେ ମଧୁରତା ରହିବ। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ମକର:ମାଙ୍କର ସ୍ନେହ ମିଳିବ। ନିଜର ଆଖପାଖର ଲୋକଙ୍କ ସହିତ ମିଶନ୍ତୁ। ଟେନସନ କମ ହେବ। ପାରିବାରିକ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ। ମଜା ମସ୍ତି ପାଇଁ ସମୟ ବ୍ୟତୀତ ହେବ। ବିରୋଧୀମାନେ ଅଫିସରେ ଆପଣଙ୍କୁ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟରେ ନଇଜର ସାଙ୍ଗମାନଙ୍କ ସହଯୋଗ ପାଇବେ।

ମୀନ:ଶଶୁର ଘର ପକ୍ଷରୁ ଧନ ଲାଭର ସମ୍ଭାବନା ଅଛି। ଧ୍ୟାନ ଏବଂ ଯୋଗ ସହିତ ଆପଣଙ୍କ କ୍ରୋଧକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ। ପ୍ରେମିକ ସହିତ କିଛି କଥାକୁ ନେଇ ବିବାଦ ହୋଇପାରେ।