ଭୁବନେଶ୍ୱର,୭/୦୯: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମାନ୍ୟ ବୃଦ୍ଧି ପାଇଛି। ଏହାରିମଧ୍ୟରେ ଗତକାଲି ରାଜ୍ୟରେ ଦିନକରେ ଆଉ ୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯,୨୦୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୮,୩୫୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୬୧୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th Sept
New Positive Cases: 328
Of which 0-18 years: 74
In quarantine: 192
Local contacts: 136(Details of local contacts will be shared by concerned District)
1. Angul: 1
2. Balasore: 4
3. Bargarh: 9
4. Balangir: 8
5. Cuttack: 31
6. Deogarh: 3— I & PR Department, Odisha (@IPR_Odisha) September 7, 2022
23. Puri: 9
24. Rayagada: 2
25. Sambalpur: 8
26. Sonepur: 3
27. Sundargarh: 61
28. State Pool: 12New recoveries: 289
Cumulative tested: 33273387
Positive: 1329203
Recovered: 1318351
Active cases: 1616— I & PR Department, Odisha (@IPR_Odisha) September 7, 2022