କିପରି କଟିବ ଆଜି ଆପଣଙ୍କ ଦିନ: ୨୮/୦୮/୨୦୨୨

ମେଷ: ଆଜି ସନ୍ଧ୍ୟା ସମୟରେ କାହାକୁ ଉଧାର ଦେବା ଠାରୁ ଦୂରେଇ ରୁହନ୍ତୁ। ପ୍ରେମ ସଂପର୍କରେ ମଧୁରତା ରହିବ। ଆପଣ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ। ସମାଜରେ ସମ୍ମାନ ବୃଦ୍ଧି ପାଇବ।

ବୃଷ:ଆଜି ବୃଷ ରାଶିର ଲୋକମାନେ ନୂତନ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରିପାରନ୍ତି। ଆପଣ ଆଇନଗତ ପ୍ରସଙ୍ଗରେ ସଫଳତା ପାଇପାରନ୍ତି। ଆପଣ ବିଦେଶୀ କମ୍ପାନୀଗୁଡିକରୁ ଚାକିରିର ଅଫର ପାଇପାରନ୍ତି।

ମିଥୁନ:ଆଜି ନିଜର ସାଥୀଙ୍କୁ ନିରାଶ କରନ୍ତୁ ନାହିଁ ନଚେତ ଆପଣ ପରେ ଅନୁତାପ କରିବେ। ଧନ ପ୍ରାପ୍ତିର ନୂତନ ସ୍ତୋତ୍ର ମିଳିବ। ସରକାରୀ ଚାକିରିରେ ସଫଳତାର ଏକ ସୁଯୋଗ ଅଛି। ଏହି ଦିନ ସୂର୍ଯ୍ୟ ଚାଳିସା ପଢ଼ନ୍ତୁ।

କର୍କଟ:କର୍କଟ ରାଶିର ଲୋକେ ଆଜି କାମ କରିବା ପାଇଁ ନିଜ ମସ୍ତିଷ୍କକୁ ସଠିକ ଭାବରେ ବ୍ୟବହାର କରନ୍ତୁ। ବ୍ୟସ୍ତବହୁଳ କାର୍ଯ୍ୟ ଯୋଗୁ ଜୀବନସାଥୀ କିମ୍ବା ସାଙ୍ଗମାନଙ୍କ ପାଇଁ ସମୟ ଖୋଜିବା କଷ୍ଟକର ହେବ।

ସିଂହ:ଆଜି ଏହି ରାଶିର ଲୋକମାନେ ଯୋଜନା କାର୍ଯ୍ୟକାରୀ କରିବା ସହିତ କଠିନ ପରିଶ୍ରମ କରିବେ ତେବେ ସେମାନେ ନିଶ୍ଚିତ ଭାବରେ ସଫଳତା ପାଇବେ। କଳା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭ ଅଟେ।

କନ୍ୟା: ଆଜି କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆପଣ ପରିବାରକୁ ପର୍ଯ୍ୟାପ୍ତ ସମୟ ଦେଇ ପାରିବେ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବ। ମନର ଇଚ୍ଛା ପୂରଣ ହୋଇପାରେ। ବିବାହ ଯୋଗ୍ୟ ଜାତକଙ୍କୁ କିଛି ଶୁଭ ଖବର ମିଳିପାରେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା କାର୍ଯ୍ୟକୁ ସଫଳ କରିବ। ଆଜି ଅଫିସରେ କରାଯାଇଥିବା କଠିନ ପରିଶ୍ରମ ପରେ ଲାଭ ଆଣିପାରେ। ଆଜି ଲାଲ ରଙ୍ଗର ଆସନରେ ବସି ସୂର୍ଯ୍ୟ ଚାଳିସା ପାଠ କରିବା ଶୁଭ ହେବ।

ବିଛା:ଆଜି ବିଛା ରାଶିର ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିବ। ଖାଇବା ପିଇବା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନିଜର ବକ୍ତବ୍ୟ ଉପରେ ସଂଯମତା ରଖନ୍ତୁ।

ଧନୁ: ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କ ସୃଜନଶୀଳତା ଦ୍ୱାରା ପ୍ରଭାବିତ ହେବେ। ବ୍ୟବସାୟିକ ସମ୍ପର୍କ ଗଭୀର ହେବ। ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ଆଜି ଶୁଭ ରଙ୍ଗ ଗୋଲାପୀ ଅରେ।

ମକର:ଆଜି ନୂତନ ସ୍ତତ୍ରରୁ ଆର୍ଥିକ ଲାଭ ହୋଇପାରେ। ପ୍ରେମ ସମ୍ବଦ୍ଧରେ ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଆଜି ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ।

କୁମ୍ଭ:ଆଜି କୁମ୍ଭ ରାଶିର ଲୋକେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆପଣ ଆଜି ପୁରୁଣା ବିନିଯୋଗର ଲାଭ ପାଇପାରନ୍ତି। ଧନରେ ବୃଦ୍ଧି ସମ୍ଭବ ଅଟେ।

ମୀନ:ଆଜି ବ୍ୟବସାୟରେ ବଡ଼ ସୁଯୋଗ ମିଳିପାରେ। ଧନ ପ୍ରାପ୍ତି ପାଇଁ ଆଜିର ଦିନ ଭଗବାନ ସୂର୍ଯ୍ୟଙ୍କୁ ଉପାସନା କରନ୍ତୁ। ପରିବାରରେ ସୁଖ ଏବଂ ଶାନ୍ତି ବନି ରହିବମ