ଭୁବନେଶ୍ୱର,୨୪/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୭୬୬କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୪,୩୪୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୧୯୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 23rd August
New Positive Cases: 296
Of which 0-18 years: 44
In quarantine: 174
Local contacts: 122(Details of local contacts will be shared by concerned District)
1. Angul: 1
2. Balasore: 4
3. Bargarh: 8
4. Bhadrak: 1
5. Balangir: 21
6. Boudh: 2— I & PR Department, Odisha (@IPR_Odisha) August 24, 2022
24. Rayagada: 3
25. Sambalpur: 13
26. Sonepur: 2
27. Sundargarh: 44
28. State Pool: 15New recoveries: 344
Cumulative tested: 33067296
Positive: 1325766
Recovered: 1314349
Active cases: 2197— I & PR Department, Odisha (@IPR_Odisha) August 24, 2022