ଭୁବନେଶ୍ୱର, ୧୯/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୨୪ ଓ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୪୫୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୨,୪୪୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୭୯୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 18th August
New Positive Cases: 385
Of which 0-18 years: 58
In quarantine: 224
Local contacts: 161(Details of local contacts will be shared by concerned District)
1. Balasore: 7
2. Bargarh: 15
3. Bhadrak: 2
4. Balangir: 20
5. Boudh: 8
6. Cuttack: 10— I & PR Department, Odisha (@IPR_Odisha) August 19, 2022
23. Rayagada: 3
24. Sambalpur: 22
25. Sonepur: 3
26. Sundargarh: 83
27. State Pool: 21New recoveries: 502
Cumulative tested: 32987952
Positive: 1324454
Recovered: 1312449
Active cases: 2791— I & PR Department, Odisha (@IPR_Odisha) August 19, 2022