ଭୁବନେଶ୍ୱର, ୧୬/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୦୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୩,୩୦୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୦,୬୩୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୪୬୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 15th August
New Positive Cases: 255
Of which 0-18 years: 43
In quarantine: 149
Local contacts: 106(Details of local contacts will be shared by concerned District)
1. Balasore: 7
2. Bargarh: 5
3. Bhadrak: 3
4. Balangir: 7
5. Cuttack: 13
6. Deogarh: 2— I & PR Department, Odisha (@IPR_Odisha) August 16, 2022
24. Sonepur: 10
25. Sundargarh: 44
26. State Pool: 13New recoveries: 479
Cumulative tested: 32935197
Positive: 1323307
Recovered: 1310635
Active cases: 3462— I & PR Department, Odisha (@IPR_Odisha) August 16, 2022