ଭୁବନେଶ୍ୱର, ୯/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୮୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୦,୦୧୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୫,୨୬୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୫୪୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 8th August
New Positive Cases: 487
Of which 0-18 years: 82
In quarantine: 285
Local contacts: 202(Details of local contacts will be shared by concerned District)
1. Angul: 1
2. Balasore: 3
3. Bargarh: 12
4. Bhadrak: 2
5. Balangir: 11
6. Boudh: 13— I & PR Department, Odisha (@IPR_Odisha) August 9, 2022
23. Nayagarh: 14
24. Nuapada: 15
25. Puri: 1
26. Rayagada: 9
27. Sambalpur: 39
28. Sonepur: 11
29. Sundargarh: 137
30. State Pool: 19New recoveries: 734
Cumulative tested: 32819618
Positive: 1320014
Recovered: 1305261
Active cases: 5549— I & PR Department, Odisha (@IPR_Odisha) August 9, 2022