ଭୁବନେଶ୍ୱର, ୮/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୭୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୯,୫୨୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୪,୫୨୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୭୯୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 7th August
New Positive Cases: 652
Of which 0-18 years: 132
In quarantine: 381
Local contacts: 271(Details of local contacts will be shared by concerned District)
1. Angul: 2
2. Balasore: 6
3. Bargarh: 46
4. Bhadrak: 1
5. Balangir: 47
6. Boudh: 3— I & PR Department, Odisha (@IPR_Odisha) August 8, 2022
23. Nayagarh: 18
24. Nuapada: 16
25. Puri: 7
26. Rayagada: 15
27. Sambalpur: 58
28. Sonepur: 21
29. Sundargarh: 137
30. State Pool: 15New recoveries: 704
Cumulative tested: 32804399
Positive: 1319527
Recovered: 1304527
Active cases: 5798— I & PR Department, Odisha (@IPR_Odisha) August 8, 2022