ଭୁବନେଶ୍ୱର, ୭/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୨୭ ଓ ସ୍ଥାନୀୟ ଅଞ୍ଚଳରୁ ୩୦୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୮,୮୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୩,୮୨୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୮୫୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th August
New Positive Cases: 730
Of which 0-18 years: 130
In quarantine: 427
Local contacts: 303(Details of local contacts will be shared by concerned District)
1. Angul: 4
2. Balasore: 8
3. Bargarh: 37
4. Bhadrak: 3
5. Balangir: 17
6. Boudh: 3— I & PR Department, Odisha (@IPR_Odisha) August 7, 2022
23. Nuapada: 15
24. Puri: 3
25. Rayagada: 28
26. Sambalpur: 88
27. Sonepur: 12
28. Sundargarh: 157
29. State Pool: 20New recoveries: 882
Cumulative tested: 32786433
Positive: 1318875
Recovered: 1303823
Active cases: 5851— I & PR Department, Odisha (@IPR_Odisha) August 7, 2022