ଭୁବନେଶ୍ୱର, ୬/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୯୦ ଓ ସ୍ଥାନୀୟ ଅଞ୍ଚଳରୁ ୩୪୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୮,୧୪୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୨,୯୪୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୦୦୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 5th August
New Positive Cases: 836
Of which 0-18 years: 148
In quarantine: 490
Local contacts: 346(Details of local contacts will be shared by concerned District)
1. Angul: 2
2. Balasore: 16
3. Bargarh: 47
4. Bhadrak: 4
5. Balangir: 33
6. Boudh: 23— I & PR Department, Odisha (@IPR_Odisha) August 6, 2022
23. Nayagarh: 17
24. Nuapada: 14
25. Puri: 3
26. Rayagada: 21
27. Sambalpur: 83
28. Sonepur: 16
29. Sundargarh: 175
30. State Pool: 21New recoveries: 1011
Cumulative tested: 32766610
Positive: 1318145
Recovered: 1302941
Active cases: 6005— I & PR Department, Odisha (@IPR_Odisha) August 6, 2022