ଭୁବନେଶ୍ୱର, ୪/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୦୯ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୬,୪୭୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୦,୯୫୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୩୨୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd August
New Positive Cases: 870
Of which 0-18 years: 157
In quarantine: 509
Local contacts: 361(Details of local contacts will be shared by concerned District)
1. Balasore: 10
2. Bargarh: 36
3. Bhadrak: 8
4. Balangir: 45
5. Boudh: 6
6. Cuttack: 20— I & PR Department, Odisha (@IPR_Odisha) August 4, 2022
23. Nuapada: 12
24. Puri: 2
25. Rayagada: 14
26. Sambalpur: 72
27. Sonepur: 17
28. Sundargarh: 220
29. State Pool: 27New recoveries: 928
Cumulative tested: 32723387
Positive: 1316473
Recovered: 1300951
Active cases: 6325— I & PR Department, Odisha (@IPR_Odisha) August 4, 2022