ଭୁବନେଶ୍ୱର, ୩/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୯୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୩୮ ଓ ସ୍ଥାନୀୟ ଅଞ୍ଚଳରୁ ୩୮୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୫,୬୦୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୦,୦୨୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୩୮୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 2nd August
New Positive Cases: 920
Of which 0-18 years: 166
In quarantine: 538
Local contacts: 382(Details of local contacts will be shared by concerned District)
1. Angul: 1
2. Balasore: 17
3. Bargarh: 54
4. Bhadrak: 4
5. Balangir: 37
6. Boudh: 12— I & PR Department, Odisha (@IPR_Odisha) August 3, 2022
23. Nuapada: 9
24. Puri: 12
25. Rayagada: 15
26. Sambalpur: 68
27. Sonepur: 28
28. Sundargarh: 250
29. State Pool: 30New recoveries: 1151
Cumulative tested: 32702507
Positive: 1315603
Recovered: 1300023
Active cases: 6385— I & PR Department, Odisha (@IPR_Odisha) August 3, 2022