ଭୁବନେଶ୍ୱର, ୩୧/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୦୨ ଓ ସ୍ଥାନୀୟ ଅଞ୍ଚଳରୁ ୪୨୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୧୪୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୭,୩୪୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୬୦୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 30th July
New Positive Cases: 1029
Of which 0-18 years: 175
In quarantine: 602
Local contacts: 427(Details of local contacts will be shared by concerned District)
1. Angul: 1
2. Balasore: 11
3. Bargarh: 65
4. Bhadrak: 10
5. Balangir: 27
6. Boudh: 15— I & PR Department, Odisha (@IPR_Odisha) July 31, 2022
23. Puri: 8
24. Rayagada: 14
25. Sambalpur: 93
26. Sonepur: 24
27. Sundargarh: 222
28. State Pool: 39New recoveries: 1051
Cumulative tested: 32643963
Positive: 1313145
Recovered: 1297344
Active cases: 6608— I & PR Department, Odisha (@IPR_Odisha) July 31, 2022