ଭୁବନେଶ୍ୱର,୨୯/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୯୭ ଓ ସ୍ଥାନୀୟ ଅଞ୍ଚଳରୁ ୪୨୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୫,୧୫୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୭୮୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 28th July
New Positive Cases: 1020
Of which 0-18 years: 195
In quarantine: 597
Local contacts: 423(Details of local contacts will be shared by concerned District)
1. Angul: 1
2. Balasore: 23
3. Bargarh: 25
4. Bhadrak: 17
5. Balangir: 25
6. Boudh: 11— I & PR Department, Odisha (@IPR_Odisha) July 29, 2022
23. Puri: 14
24. Rayagada: 9
25. Sambalpur: 88
26. Sonepur: 26
27. Sundargarh: 259
28. State Pool: 35New recoveries: 1206
Cumulative tested: 32602806
Positive: 1311135
Recovered: 1295157
Active cases: 6787— I & PR Department, Odisha (@IPR_Odisha) July 29, 2022