ଭୁବନେଶ୍ୱର,୨୪/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୪୨୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୬,୫୧୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୯,୮୮୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୪୪୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 23rd July
New Positive Cases: 1011
Of which 0-18 years: 130
In quarantine: 591
Local contacts: 420(Details of local contacts will be shared by concerned District)
1. Angul: 1
2. Balasore: 15
3. Bargarh: 18
4. Bhadrak: 6
5. Balangir: 25
6. Boudh: 12— I & PR Department, Odisha (@IPR_Odisha) July 24, 2022
23. Nayagarh: 32
24. Nuapada: 8
25. Puri: 13
26. Rayagada: 5
27. Sambalpur: 105
28. Sonepur: 18
29. Sundargarh: 180
30. State Pool: 42New recoveries: 915
Cumulative tested: 32501778
Positive: 1306510
Recovered: 1289885
Active cases: 7440— I & PR Department, Odisha (@IPR_Odisha) July 24, 2022