ଭୁବନେଶ୍ୱର,୨୩/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୪୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୫,୪୯୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୮,୯୭୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୩୪୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 22nd July
New Positive Cases: 1130
Of which 0-18 years: 143
In quarantine: 662
Local contacts: 468(Details of local contacts will be shared by concerned District)
1. Angul: 2
2. Balasore: 25
3. Bargarh: 23
4. Bhadrak: 14
5. Balangir: 17
6. Boudh: 1— I & PR Department, Odisha (@IPR_Odisha) July 23, 2022
23. Nawarangpur: 9
24. Nayagarh: 33
25. Nuapada: 16
26. Puri: 14
27. Rayagada: 14
28. Sambalpur: 106
29. Sonepur: 18
30. Sundargarh: 225
31. State Pool: 47New recoveries: 1029
Cumulative tested: 32480112
Positive: 1305499
Recovered: 1288970
Active cases: 7345— I & PR Department, Odisha (@IPR_Odisha) July 23, 2022