ଭୁବନେଶ୍ୱର,୧୬/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୪୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୮,୨୪୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୩,୬୮୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୩୭୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 15th July
New Positive Cases: 1065
Of which 0-18 years: 122
In quarantine: 624
Local contacts: 441(Details of local contacts will be shared by concerned District)
1. Balasore: 14
2. Bhadrak: 5
3. Balangir: 8
4. Boudh: 1
5. Cuttack: 135
6. Deogarh: 5— I & PR Department, Odisha (@IPR_Odisha) July 16, 2022
23. Nuapada: 11
24. Puri: 44
25. Rayagada: 13
26. Sambalpur: 58
27. Sonepur: 31
28. Sundargarh: 111
29. State Pool: 76New recoveries: 514
Cumulative tested: 32333644
Positive: 1298240
Recovered: 1283683
Active cases: 5376— I & PR Department, Odisha (@IPR_Odisha) July 16, 2022