ଭୁବନେଶ୍ୱର,୧୫/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୦୯ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୩,୧୬୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪୮୨୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 14th July
New Positive Cases: 1043
Of which 0-18 years: 100
In quarantine: 609
Local contacts: 434(Details of local contacts will be shared by concerned District)
1. Balasore: 20
2. Bargarh: 2
3. Bhadrak: 7
4. Balangir: 7
5. Boudh: 13
6. Cuttack: 205— I & PR Department, Odisha (@IPR_Odisha) July 15, 2022
23. Nuapada: 9
24. Puri: 28
25. Rayagada: 1
26. Sambalpur: 31
27. Sonepur: 32
28. Sundargarh: 106
29. State Pool: 79New recoveries: 479
Cumulative tested: 32314102
Positive: 1297175
Recovered: 1283169
Active cases: 4825— I & PR Department, Odisha (@IPR_Odisha) July 15, 2022