ଭୁବନେଶ୍ୱର,୧୨/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୯୯ ଓ ସ୍ଥାନୀୟ ଅଞ୍ଚଳରୁ ୨୧୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୫୮୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୧,୮୬୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୫୩୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th July
New Positive Cases: 509
Of which 0-18 years: 52
In quarantine: 299
Local contacts: 210(Details of local contacts will be shared by concerned District)
1. Balasore: 5
2. Bargarh: 2
3. Bhadrak: 7
4. Balangir: 1
5. Boudh: 2
6. Cuttack: 110— I & PR Department, Odisha (@IPR_Odisha) July 12, 2022
24. Sambalpur: 8
25. Sonepur: 1
26. Sundargarh: 49
27. State Pool: 41New recoveries: 329
Cumulative tested: 32257778
Positive: 1294585
Recovered: 1281866
Active cases: 3539— I & PR Department, Odisha (@IPR_Odisha) July 12, 2022