ଭୁବନେଶ୍ୱର,୫/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୧,୧୧୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୦,୨୪୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୬୯୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 4th July
New Positive Cases: 334
Of which 0-18 years: 53
In quarantine: 195
Local contacts: 139(Details of local contacts will be shared by concerned Dist)
1. Balasore: 2
2. Bhadrak: 2
3. Cuttack: 70
4. Jagatsinghpur: 6
5. Jajpur: 2
6. Kalahandi: 3— I & PR Department, Odisha (@IPR_Odisha) July 5, 2022
7. Khurda: 187
8. Koraput: 3
9. Mayurbhanj: 2
10. Nayagarh: 2
11. Nuapada: 4
12. Puri: 2
13. Rayagada: 1
14. Sambalpur: 7
15. Sonepur: 1
16. Sundargarh: 3
17. State Pool: 37New recoveries: 129
Cumulative tested: 32148205
Positive: 1291117
Recovered: 1280243
Active cases: 1695— I & PR Department, Odisha (@IPR_Odisha) July 5, 2022