ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଲେ ASIର ବୈଷୟିକ ଟିମ୍

ଭୁବନେଶ୍ୱର,୩/୦୭: ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ASIର ବୈଷୟିକ ଟିମ୍। ସେହି ଟିମରେ ଚେନ୍ନାଇ IITର ପ୍ରଫେସର ଅରୁଣ ମେନନ, ASI ଓଡ଼ିଶା ମୁଖ୍ୟ ଅରୁଣ ଅଛନ୍ତି। କେମିକାଲ ଇଞ୍ଜିନିୟର ରଞ୍ଜନା ପୁଷ୍କର ଓ ରାଜ୍ୟ ପୂର୍ତ୍ତ ବିଭାଗ ଅଧତ୍କାରୀ ସାମିଲ ମଧ୍ୟ ଅଛନ୍ତି। ଦିଲ୍ଲୀ କଞ୍ଜରଭେସନ ସୁପରିଣ୍ଟଣ୍ଡେଣ୍ଟ ଓ ଅନ୍ୟ ଅଧତ୍କାରୀ ଟିମରେ ସାମିଲ ରହିଛନ୍ତି।  ସେମାନେ ଗର୍ଭଗୃହର ଭିତର ଅବସ୍ଥା ଓ କଳାହାଟ ଦ୍ୱାର ରୁପା ଛାଉଣୀର ଅନୁଧ୍ୟାନ କରିବେ।