କିପରି କଟିବ ଆଜି ଆପଣଙ୍କ ଦିନ: ୦୩/୦୭/୨୦୨୨

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଘରର ଖର୍ଚ୍ଚ ବଢିପାରେ। ପାରିବାରିକ ଜୀବନରେ କିଛି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ।

ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣ ନିଜ ଜୀବନର ସବୁଠାରୁ କଠିନ ପରିସ୍ଥିତିକୁ ସୁଧାରିବାରେ ସଫଳ ହେବେ। ଭାବନାତ୍ମକ ରୂପରେ ଆପଣ ନିଜକୁ ନିୟନ୍ତ୍ରଣ ରଖନ୍ତୁ।ଆଜି ଅନ୍ୟମାନଙ୍କ ଉପରେ ଖୁବ୍ ଶୀଘ୍ର ଭରସା କରନ୍ତୁ ନାହିଁ।

ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆମଦାନୀରେ ବୃଦ୍ଧି ହେବ।ପିତାମାତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ନଦେବା ହାନିକାରକ ସାବ୍ୟସ୍ତ ହୋଇପାରେ, ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

କର୍କଟ:ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ।ଯଦି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆପଣଙ୍କୁ ନିଜ ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ, ଏହାଦ୍ଵାରା ଆପଣଙ୍କୁ ଫାଇଦା ମିଳିବ।

ସିଂହ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆର୍ଥିକ ମାମଲା ଦୃଷ୍ଟିରୁ ସତର୍କ ରହିବାର ଆବଶ୍ୟକତା ରହିଛି। ଚାକିରି କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହୋଇ ପାରେ। ପାରିବାରିକ ଜୀବନକୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରନ୍ତୁ। ବୈବାହିକ ଜୀବନ ସୁଖମୟ ସାବ୍ୟସ୍ତ ହେବ।

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରକୁ ନେଇ ଆପଣ ଉତ୍ସାହିତ ରହିବେ। ସନ୍ଧ୍ୟା ସମୟରେ ଆପଣ ନିଜ ସନ୍ତାନଙ୍କ ସହିତ ସମୟ ଅତିବାହିତ କରିବେ। ପୁରୁଣା ସମ୍ପତ୍ତିରୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

ତୁଳା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଜୀବନରେ ଆପଣ ଅନେକ ସ୍ଥାନରୁ ଶିକ୍ଷା ଗ୍ରହଣ କରିବେ। ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ।ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ। ବୈବାହିକ ଜୀବନରେ ମଧୁରତା ଆସିବ।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅନି ଆପଣ ଅଧିକ ଭାବୁକ ହୋଇ ପାରନ୍ତି। କୌଣସି ସମ୍ପର୍କୀୟ ଆପଣଙ୍କ ବିଚାରକୁ ବିଚଳିତ କରି ପାରନ୍ତି। ପାରିବାରିକ ମାହୋଲ ଆନନ୍ଦମୟ ହେବ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ଧନୁ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।ଆପଣଙ୍କର ଏକାପଣ ହୁଏତ ଆପଣଙ୍କୁ ଦୁର୍ବଳ କରି ଦେଇ ପାରେ, ତେଣୁ ସମସ୍ତଙ୍କ ସହିତ ମିଳାମିଶା କରନ୍ତୁ। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ମକର:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। କ୍ୟାରିୟରରେ ଆଶାନୁରୂପ ସଫଳତା ହାସଲ କରିବେ। ବ୍ୟବସାୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

କୁମ୍ଭ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ନିଜ ବନ୍ଧୁଙ୍କର ଖରାପ ବ୍ୟବହାରର ପ୍ରତ୍ୟୁତ୍ତର ଦିଅନ୍ତୁ ନାହିଁ। ସମୟ ଆସିଲେ ପରିସ୍ଥିତିରେ ଆପେ ସୁଧୁରି ଯିବ।ଆପଣଙ୍କର ବିଚାର ନୂତନ ଓ ସକାରାତ୍ମକ ରହିବ। ବ୍ୟବସାୟରେ ଅଧିକ ଲାଭବାନ ହୋଇ ପାରନ୍ତି।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନର ସବୁ ସମସ୍ୟାର ଅନ୍ତ ହେବ। କୌଣସି ସମ୍ପର୍କୀୟଙ୍କ ସହିତ ବୈଚାରିକ ମତଭେଦରେ ଆପଣ ଜିତିବେ। ଘର ମାମଲାରେ ଆପଣ ବ୍ୟସ୍ତ ରହିବେ। କୌଣସି ସ୍ଥାନରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।