ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍

ନୂଆଦିଲ୍ଲୀ, ୨୮/୦୬: ମହାରାଷ୍ଟ୍ର ରାଜନୀତିରେ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ । ରାଜ୍ୟପାଳଙ୍କୁ ଭେଟି ବହୁମତ ସାବ୍ୟସ୍ତ ନେଇ ସେ ଦାବି କରିିିଛନ୍ତି। ଏହାସହ  ୮ ଜଣ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ବହୁମତ ସାବ୍ୟସ୍ତ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଇ-ମେଲ ଯୋଗେ ବହୁମତ ସାବ୍ୟସ୍ତ ଦାବି କରିଛନ୍ତି ୮ ନିର୍ଦ୍ଦଳୀୟ ବିଧାୟକ।