ଭୁବନେଶ୍ୱର, ୧୦/୧୨: ଆଜି ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Regret to inform the demise of five numbers of Covid positive patients while under treatment in hospitals.
1.A 70-year-old female of Balangir district.
2.A 53-year-old male of Khordha district who was also suffering from Diabetes Mellitus & Rheumatic heart disease.
— H & FW Dept Odisha (@HFWOdisha) December 10, 2020
5.A 66-year-old male of Sundargarh district who was also suffering from Chronic Kidney Disease, Diabetes Mellitus & Hypertension.
— H & FW Dept Odisha (@HFWOdisha) December 10, 2020