ସ୍ପାଇସ୍ ଜେଟ୍ ବିମାନରେ ନିଆଁ

ନୂଆଦିଲ୍ଲୀ,୧୯/୦୬: ପାଟନା ବିମାନ ବନ୍ଦରରେ ସ୍ପାଇସ୍ ଜେଟ୍ ବିମାନ ଜରୁରୀ ଅବତରଣ କରିଛି। ଉଡ଼ାଣ ବେଳେ ବିମାନ ଇଞ୍ଜିନରେ ନିଆଁ ଲାଗିଥିବା ସୂଚନା ରହିଛିି। ତେଣୁ ଜରୁରୀ ଅବତରଣ କରାଯାଇଛି। ସେହି ବିମାନରେ ୧୮୫ ଯାତ୍ରୀ ଥିଲେ। ଅନ୍ୟପଟେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।
ପାଟନାରୁ ଦିଲ୍ଲୀକୁ ଯାଉଥିଲା ସ୍ପାଇସ ଜେଟ୍ ବିମାନ।