ଗାଡି ପୋଡିଦେଲେ ମାଓବାଦୀ

ଭୁବନେଶ୍ୱର, ୨୬/୦୫: କଳାହାଣ୍ଡିରେ ଲାଲ୍‌ ବହିନୀଙ୍କ ଆତଙ୍କ ।ଭବାନୀପାଟଣାରେ ରାସ୍ତା ନିର୍ମାଣରେ ନିୟୋଜିତ ଗାଡିକୁ ପୋଡିଦେଲେ ମାଓବାଦୀ । ୩ଟି ଟ୍ରାକ୍ଟର ୨ଟି ଟିପ୍ପର ଓ ଗୋଟିଏ ଜେସିବିକୁ ଜାଳିଦେଇଛନ୍ତି ମାଓବାଦୀ । ରାସ୍ତା କାମରେ ଅନିୟମତତା ନେଇ ମାଓବାଦୀ ସଂଗଠନର ଲଙ୍କାକାଣ୍ଡ । ସୂଚନା ଅନୁଯାୟୀ ଭବାନୀପାଟଣାରେ ୩ଟି ଟ୍ରାକ୍ଟର ୨ଟି ଟିପ୍ପର ଓ ଗୋଟିଏ ଜେସିବିକୁ ଜାଳିଦେଇଛନ୍ତି ମାଓବାଦୀ ।