ତାତିରୁ ତ୍ରାହି, ଉପକୂଳରେ ବର୍ଷା

ଭୁବନେଶ୍ୱର, ୨୨/୫: ରାଜ୍ୟରେ ଅସହାୟ ତାତି କୁ ଗରମ ଅନୁଭୂତ ହେଉଥିଲା। ଏହାରିମଧ୍ୟରେ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ଉପକୂଳରେ ବର୍ଷା ପାଇଁ ତାତିରୁ ତ୍ରାହି ମିିଳିଛି ।ଭୁବନେଶ୍ୱର, କଟକ,ପୁରୀ,ଭଦ୍ରକରେ ବର୍ଷା ହେଉଛି । କାଳବୈଶାଖୀ ପାଇଁ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଆସନ୍ତା ୨୪ ଘଣ୍ଟାରେ ବର୍ଷା ହେବାର ସମ୍ଭାବନା ରହିଛି।