ବୋଲେରୋ ବାଇକ୍‌ ଦୁର୍ଘଟଣା, ବାପ-ପୁଅ ମୃତ

ବଲାଙ୍ଗୀର, ୪/୧୨:ବଲାଙ୍ଗିର ଗୁଡ଼ଭେଲା ବ୍ଲକ ଡାହିମାଲ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ବୋଲେରୋ ବାଇକ୍‌ ଦୁର୍ଘଟଣା ଘଟିଛି। ବୋଲେରୋ ଧକ୍କାରେ  ବାଇକ୍ ଜଳିଯାଇ ବାପ-ପୁଅ ଙ୍କର ମୃତ୍ୟୁ ଘଟିଛି । ମାଆ ଓ ଅନ୍ୟ ଜଣେ ଗୁରୁତର ପୁଅ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବଲାଙ୍ଗିରରୁ କଳାହାଣ୍ଡିକୁ ବାଇକ୍‌ରେ  ବାପା, ମାଆ ଓ ୨ ପୁଅ ଯାଉଥିବା ସୂଚନା ରହିଛି।