ଜଳୁଛି ସାରା ରାଜ୍ୟ, ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର, ୧୦/୪: ଖରା ତାତିରେ ହନ୍ତସନ୍ତ ହେଉଛି ସାରା ରାଜ୍ୟ। ଏହାରିମଧ୍ୟରେ ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରହିଛି। ୪୨.୩ ଡିଗ୍ରୀ ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ରହିଛି। ସେହିପରି ବଲାଙ୍ଗିର ୪୨.୨, ଟିଟିଲାଗଡ଼ ୪୨, ବାରିପଦା ୪୨ ଡିଗ୍ରୀ ତାପମାତ୍ରା
ଝାରସୁଗୁଡ଼ା ୪୧.୮, ସମ୍ବଲପୁର ୪୧.୭, ବୌଦ୍ଧ ୪୧.୫, ଅନୁଗୁଳ ୪୦.୯, ଭବାନୀପାଟଣା ୪୦.୮ ରହିଛି।