କେମିତି ଏବଂ କାହିଁକି ଭାଙ୍ଗିଲେ ଶ୍ରୀମନ୍ଦିର ଚୁଲି କହିଲେ ଅଭିଯୁକ୍ତ ଜଗନ

ଭୁବନେଶ୍ୱର, ୬/୪:ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ। କେମିତି ଏବଂ କାହିଁକି ଭାଙ୍ଗିଲେ ଚୁଲି କହିଛନ୍ତି ଅଭିଯୁକ୍ତ ଜଗନ। ରୋଷଘରକୁ ଯାଇଥିଲେ ଓ ସେଠାରେ କେହି ନଥିଲେ। ଏହାପରେ ରୋଷଘରକୁ ସଫା କରିବା ପରେ ହାତରେ ଚୁଲି ଭାଙ୍ଗିଥିଲି । ଚୁଲି ଭାଙ୍ଗିବା ପରେ ବାଇଶି ପାହାଚ ଦେଇ ବାହାରୁକ ଯାଇଥିଲେ। ୩ରୁ ୪ ଜଣ ଜେଟିପି ବାହାରକୁ ଯିବା ପାଇଁ କହିଥିଲେ। ସୂଚନାଯୋଗ୍ୟ ଯେ ମହାପ୍ରସାଦକୁ ନେଇ ଅଭିମାନ ଥିଲା କହିଛନ୍ତି ଜଗନ। ଲୋକଙ୍କୁ ମହାପ୍ରସାଦ ମିଳୁ ନଥିବା ସେ କହିଛନ୍ତି।