ଲୋକସଭା ସାସଂଦ ପଦ ଛାଡିବେ ଆଜମ

ନୂଆଦିଲ୍ଲୀ,୨୨/୩: ଲୋକସଭା ସାସଂଦ ପଦ ଛାଡିବେ ଆଜମ ଖାନ। ସମାଜବାଦୀ ପାର୍ଟି ନେତା ଆଜମ ଖାନ ନିଜ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବେ। ଉତ୍ତରପ୍ରଦେଶର ରାମପୁର ଆସନରୁ ନିର୍ବାଚନ ଜିତିବା ପରେ ସାଂସଦ ପଦ ଛାଡି ବିଧାୟକ ଭାବେ କାମ କରିବାକୁ ଆଜମ୍‌ଙ୍କ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।