କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ଅବଧି ହ୍ରାସ କରିବାକୁ ସୁପାରିସ

ଭୁବନେଶ୍ୱର, ୨୦/୩: କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ଅବଧି ହ୍ରାସ କରିବାକୁ ସୁପାରିସ କରାଯାଇଛି।।ଅବଧି ହ୍ରାସ କରିବାକୁ ସୁପାରିସ୍ କରିଛି ଏନ୍ଟିଏଜିଆଇ। ପ୍ରଥମ ଡୋଜ୍‌ରୁ ୮ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ନେବାକୁ ସୁପାରିସ୍ କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଥମ ଡୋଜ୍ ରେ ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯାଉଛି। ଦେଶ ହେଉ କିମ୍ବା ରାଜ୍ୟ ଏବେ କଁ ରୋନା ସଂକ୍ରମଣ ହ୍ରାସ ପାଇଛି କିନ୍ତୁ ବିପଦ ଟଳିନି। ତେଣୁ ଟୀକାକରଣକୁ ଜୋରଦାର କରାଯାଇଛି।