ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ,୧୬/୩: ଜାପାନର ଟୋକିଓରୁ ୨୯୭ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ ରେ ୭.୧ ତୀବ୍ରତା ଥିବା ସୁୁଚନା ରହିଛିି। ଭୂମିକମ୍ପ ଯୋଗୁଁ ୨୦ ଲକ୍ଷ ଘରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ଆଉ କଣ କ୍ଷୟକ୍ଷତି ହୋଇଛି ତାହା ଜଣା ପଡ଼ିନାହିଁ। ଅନ୍ୟପଟେ କ୍ଷୟକ୍ଷତିର ଆକଳନ ପାଇଁ ଜାପାନ ସରକାର ନିର୍ଦେଶ ଦେଇଛନ୍ତିି।