ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର,୧୪/୩: ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କର ଢେଙ୍କାନାଳ, ଅନୁଗୁଳ ଓ ଭୁବନେଶ୍ୱରରେ ଥିବା ଘର ଓ ଅଫିସରେ ରେଡ୍ କରାଯାଉଁହିବା ବେଳେ ୩ଟି ଦାମୀ ସ୍ପୋର୍ଟସ ବାଇକ ବି ଜବତ ହୋଇଥିବା ସୂଚନା ମିଳିଛି ।