ରାଜ୍ୟରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ

ଭୁବନେଶ୍ୱର, ୧୩/୩: ରାଜ୍ୟରେ ଜୋର ସୋରରେ ଚାଲିଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ଯାହା ଆଜି ଶେଷ ହୋଇଛି। ସବୁ ଜିଲ୍ଲାରେ ବିଜେଡି ଜିତିଥିବା ନେଇ ସୂଚନା ମିଳିଛି।ସୁନ୍ଦରଗଡ଼ରେ ବିଜେଡିର କୁନ୍ତୀ ପ୍ରଧାନ  ଜିତିଥିବା ବେଳେ  ମୟୂରଭଞ୍ଜରେ ବିଜେଡିର ଭାରତୀ ହାଂସଦା ଜିତିଛନ୍ତି। ସେହିପରି ନୟାଗଡ଼- ଦେବାଶିଷ ପଟ୍ଟନାୟକ, ନବରଙ୍ଗପୁର- ମୋତିରାମ ନାୟକ , ମାଲକାନଗିରି- ସମାରି ତାଙ୍ଗୁଲୁ , ବଲାଙ୍ଗିର- ଦେବକୀ ସାହୁ , ବରଗଡ଼- ମାନିନୀ ଭୋଇ , ବାଲେଶ୍ବର- ନାରାୟଣ ପ୍ରଧାନ, ଭଦ୍ରକ- ପ୍ରଫୁଲ ଜେନା,
ଦେବଗଡ଼- କୌଶିକ କୁମାର ପ୍ରଧାନ, ଢେଙ୍କାନାଳ- ଅର୍ଚ୍ଚନା ପୁହାଣ, ଝାରସୁଗୁଡ଼ା- ତୁଲାବତୀ ମିଞ୍ଜ, ବଲାଙ୍ଗିର- ଦେବକୀ ସାହୁ, ବରଗଡ଼- ମାନିନୀ ଭୋଇ, ବାଲେଶ୍ବର- ନାରାୟଣ ପ୍ରଧାନ, ଭଦ୍ରକ- ପ୍ରଫୁଲ ଜେନା, ଦେବଗଡ଼- କୌଶିକ କୁମାର ପ୍ରଧାନ, ଢେଙ୍କାନାଳ- ଅର୍ଚ୍ଚନା ପୁହାଣ, ଝାରସୁଗୁଡ଼ା- ତୁଲାବତୀ ମିଞ୍ଜ, ନବରଙ୍ଗପୁର- ମୋତିରାମ ନାୟକ ,ନୟାଗଡ଼- ଦେବାଶିଷ ପଟ୍ଟନାୟକ, ରାୟଗଡ଼ା- ସରସ୍ବତୀ ମାଝୀ, ସମ୍ବଲପୁର- କୁମୁଦିନୀ ନାୟକ, ସୁବର୍ଣ୍ଣପୁର- ସୁପାର ଠେଲା ,ବୌଦ୍ଧ- ପ୍ରଭାସିନୀ ଦାସ, ପୁରୀ- ସ୍ବପ୍ନାରାଣୀ ସ୍ବାଇଁ ,ଅନୁଗୁଳ- ବବିତା ପ୍ରଧାନ ଜିତିଛନ୍ତି।