ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ନୂଆଦିଲ୍ଲୀ, ୨୩/୧୧: ଆରପାରିରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ। ୮୪ ବର୍ଷ ବୟସରେ  ତାଙ୍କର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଗୁଆହାଟୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୩ ଥର ଆସାମର ମୁଖ୍ୟମନ୍ତ୍ରୀ ଓ ୬ ଥର ଲୋକସଭା ସାଂସଦ ଥିଲେ ତରୁଣ ଗୋଗୋଇ।