ବିଜେପିର ସୁନୀତି ମୁଣ୍ଡ୍ ଭୁବନେଶ୍ବର ମେୟର ପ୍ରାର୍ଥୀ

ଭୁବନେଶ୍ୱର, ୫/୩: ସୁନୀତି ମୁଣ୍ଡ୍ ହୋଇଛନ୍ତି ବିଜେପିର ଭୁବନେଶ୍ବର ମେୟର ପ୍ରାର୍ଥୀ । ରାଜ୍ୟ କାର୍ଯ୍ୟାଳୟରେ ମେୟର ପ୍ରାର୍ଥୀ ଘୋଷଣା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହାପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେପି ଦେଇଥିବା ଦାୟିତ୍ବ ଉଚିତ ଭାବେ ସମ୍ପାଦନ କରିବେ ବୋଲି ସେ କହିଛନ୍ତି।