ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୨/୨: ରାଜଧାନୀ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । କିଛି ମାସ ତଳେ ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିଲେ ।ଝାରପଡ଼ା ଜେଲରେ ମୃତ୍ୟୁ ହୋଇଥିବା ମୃତକ ଜଣକ ହେଲେ ପ୍ରାଣକୃଷ୍ଣ ଦାସ। ତାଙ୍କ ଘର ୟୁନିଟ ୬ ଅଞ୍ଚଳରେ । କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ଥିବା ବେଳେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।